Jump to content

ନ୍ୟାସିବା

ଉଇକିଅଭିଧାନ‌ରୁ

ନ୍ୟାସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ନ୍ୟାସ)

[ସମ୍ପାଦନା]
୧. (କଥା) ପ୍ରୟୋଗ କରିବା —To apply (words).

ବାଣୀ ନ୍ୟାସେ କେ ଅନ୍ୟାସେ ସେ ଭାରତୀ ରତି ଯେ ଭଞ୍ଜ, ବୈଦେହୀଶବିଳାସ

୨. ଯଥା ସ୍ଥାନରେ ସନ୍ନିବେଶିତ କରିବା — ୨. To place or adjust in the peoper place.

ପବନ ନ୍ୟାସି ସମୀରଣେ ଯେ କିଛି ଦେହାଦି ଧାରଣେ ଜଗନ୍ନାଥ, ଭାଗବତ

୩. ଅର୍ପଣ କରିବା —୩. To entrust.

ଯେ ମୃଷ୍ଟି ଶରୀର ଧାରଣେ ନ୍ୟାସିବା ପରମକାରଣେ ଜଗନ୍ନାଥ, ଭାଗବତ

୪. ଦେବା; ଦାନ କରିବା — ୪. To give to make over.