Jump to content

ନ୍ୟାୟସାରୀ

ଉଇକିଅଭିଧାନ‌ରୁ

ନ୍ୟାୟସାରୀ

ଉଚ୍ଚାରଣ

[ସମ୍ପାଦନା]
(ନ୍ୟାୟସାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ନ୍ୟାୟ+ସୃ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]

ନ୍ୟାୟ ବା ଯୁକ୍ତିପୂର୍ବକ କାର୍ଯ୍ୟ କରିବା ବ୍ୟକ୍ତି —Acting rightly, justly or reasonable.