ନ୍ୟାୟାଧୀଶ
(ନ୍ୟାୟାଧିପତି—ଅନ୍ୟରୂପ)
=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନ୍ୟାୟ+ଅଧୀଶ)
ବିଚାରପତି; ଜଜ — A judge.