Jump to content

ନ୍ୟାୟ ପଥ

ଉଇକିଅଭିଧାନ‌ରୁ

ନ୍ୟାୟ ପଥ

ଉଚ୍ଚାରଣ

[ସମ୍ପାଦନା]

(ନ୍ୟାୟମାର୍ଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନ୍ୟାୟ+ପଥ)

[ସମ୍ପାଦନା]
୧. ଧର୍ମ ମାର୍ଗ; ନ୍ୟାଯ୍ୟ ଉପାୟ; ନ୍ୟାୟସମ୍ମତ ମାର୍ଗ — ୧. The path of rectitude; the way of righteousness.
୨. ଆଇନ୍ ସଙ୍ଗତ ଉପାୟ —୨. Legitimate means