ନ୍ୟାୟ ବଳ
ଦେଖଣା
ନ୍ୟାୟ ବଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସତରଞ୍ଜ ଖେଳ ପରି ଏକ ପ୍ରକାର ଖେଳ — A kind of game at chess.
ଚଳୁଥିଲେ ଅନୁକ୍ଷଣ ଶ୍ରାକରେ ଯାଙ୍କର ନ୍ୟାୟବଳ ବଳ ରୂପେ କୋଟୀ କୋଟୀ ପ୍ରାଣୀ ରାଧାନାଥ , ମହାଯାତ୍ରା
[ଦ୍ରଷ୍ଟବ୍ୟ —ସତରଞ୍ଚ ଖେଳରେ ବିପକ୍ଷ ଖେଳାଳିର ସାରର ବଳ ଥିଲେ ମଧ୍ୟ ତାକୁ ମାରିବାକୁ ହୁଏ; କିନ୍ତୁ ନ୍ୟାୟବଳ ଖେଳରେ ତାହା ମନା ବିପକ୍ଷ ସାରକୁ ନ୍ୟାୟାନୁମୋଦିତ ଭାବରେ ମାରିବାକୁ ହୁଏ ବୋଲି ଏହାର ନାମ ନ୍ୟାୟବଳ]