ନ୍ୟୁବ୍ଜ
ଦେଖଣା
ନ୍ୟୁବ୍ଜ
ଉଚ୍ଚାରଣ
[ସମ୍ପାଦନା](ନ୍ୟୁବ୍ଜା—ସ୍ତ୍ରୀ)
(ନ୍ୟୁବ୍ଜତା—ବି)
ସଂସ୍କୃତ - ବିଶେଷଣ - (ନି=ନୁହେଁ+ଉବ୍ମ୍ ଧାତୁ=ସରଳ ହେବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବଙ୍କା; ବକ୍ର —୧. Crooked; bent.
- ୨. ଉପରଆଡ଼କୁ ବାଙ୍କିଥିବା ବା ଗୋଲ ହୋଇଥିବା —୨. Bent upwards; convex
- ୩. ଅଧୋମୁଖ —୩. Stooping; looking downwards.
- ୪. ବକ୍ରୀକୃତ —୪. Warped.
- ୫. ଓଲଟି ପିଡ଼ିଥିବା —୫. Reversed.
- ୬. ଭୁଜା —୬. Hump-backed; crook-backed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚଟୁ; ଅଣକ —୧. A ladle.
- ୨. ଗୋଲକାର ପଦାର୍ଥର ପିଠିବାଗ — ୨. The convex surface of a round thing.
- ୩. କାରମଙ୍ଗା (ଫଳ) (ଦେଖ) - ୩. Karamaṅgā (fruit) (See)
- ୪. କୁଶ — ୪. A kind of sacrificial grass; Poa Cynosuriodes.
- ୫. ମାଳା (ହିନ୍ଦୀ - ଶ) —Rosary of beads.