Jump to content

ନ୍ୟୂନକଳ୍ପେ

ଉଇକିଅଭିଧାନ‌ରୁ

ନ୍ୟୂନକଳ୍ପେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନ୍ୟୂନକଳ୍ପରେ, ନ୍ୟୂନପକ୍ଷରେ, ନ୍ୟୂନପକ୍ଷେ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ନିତାନ୍ତ ପକ୍ଷରେ; ଅତି କମରେ — ୧. At the least computation.
୨. ଅତି କ୍ଷୁଦ୍ରଭାବରେ — ୨. On a small scale.