ନ୍ୟୂନେନ୍ଦ୍ରିୟ
(ନ୍ୟୂନେନ୍ଦ୍ରିୟତା—ବି)
(ନ୍ୟୂନେନ୍ଦ୍ରିୟା—ସ୍ତ୍ରୀ)
ବିକଳେ— ନ୍ଦ୍ରିୟ; ଯାହାର କେତେକ ଇନ୍ଦ୍ରିୟ ନାହିଁ — Deprived of some organs; wanting some of the organs.