Jump to content

ନୟ

ଉଇକିଅଭିଧାନ‌ରୁ

ନୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନୀ ଧାତୁ=ପାଇବା+ଭାବ. ଅ)

[ସମ୍ପାଦନା]
୧. ଆଚରଣ — ୧. Conduct; behaviour.
୨. ବିଧି; ନୀତି; ନିୟମ — ୨. Rules; morals; policy; maxim; principle.
୩. ରାଜନୀତି —୩. Politics.
୪. (+କରଣ. ଅ)—ନୀତିଶାସ୍ତ୍ର — ୪. Sociology; ethics; the science of morality.
୪. ଗୁରୁଙ୍କ ଉପଦେଶ ବଚନ —୫. Advice received from a preceptor; precepts.
୫. ଦ୍ୟୁତକ୍ରୀଡ଼ାବିଶେଷ; ନ୍ୟାୟବଳ ଖେଳ; ସତରଞ୍ଜ ଖେଳ — ୬. A kind of game at chess.
୭. (+କର୍ତ୍ତୃ. ଅ)—ପଥପ୍ରଦର୍ଶକ; ନେତା — ୭. A guide; a leader.
୮. ଚଳିବାର ରୀତି —୮. Way of life (Apte)
୯. ଦୂରଦୃଷ୍ଟି —୯. Prudence; foresight; circumspection (Apte).
୧. ରାଜନୀତିକୁଶଳତା —୧୦. Policy; statesmanship; political wisdom (Apte).
୧୧. ନ୍ୟାୟାନୁମୋଦିତ ମାର୍ଗ — ୧୧. Morality; equity; rectitude (Apte).
୧୨. କାର୍ଯ୍ୟ ସାଧନାର୍ଥ ପରିକଳ୍ପିତ ଉପାଧି — ୧୨. Plan; design; scheme (Apte)
୧୩. ବିଧିବଦ୍ଧ ପନ୍ଥା; ରୀତି —୧୩. Method; manner; course; system (Apte).
୧୪. କୌଣସି ମତବାଦ — ୧୪. Doctrine; opinion (Apte).
୧୫. ବିଷ୍ଣୁଙ୍କ ନାମ —୧୫. A name of Bishṇu (Apte).
୧୬. ପରିଚାଳନା; ପଥପ୍ରଦର୍ଶନ — ୧୬. Guiding; leading; managing (Apte)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ନ୍ୟାଯ୍ୟ; ନ୍ୟାୟାନୁମୋଦିତ — ୧. Righteous; just.
୨. ଅଗ୍ରଗାମୀ —୨. Leading.
୩. ଉପଯୁକ୍ତ; ଯଥାଯୋଗ୍ୟ — ୩. Suitable; right; proper (Apte).

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲୟ)

[ସମ୍ପାଦନା]

ଧ୍ୟାନ; ଏକାଗ୍ରଦୃଷ୍ଟି — Contemplation; concentrated attention.

ବିନୟରେ ତାଙ୍କର ନୟନ ରଖି ବକ୍ର ହରଷେ ମାତ୍ର ନୟନ ରଖି ଯେ ଭଞ୍ଜ. ବୈଦେହୀଶବିଳାସ