Jump to content

ନୟଜ୍ଞ

ଉଇକିଅଭିଧାନ‌ରୁ

ନୟଜ୍ଞ

ଉଚ୍ଚାରଣ

[ସମ୍ପାଦନା]

(ନୟକୋବିଦ—ଅନ୍ୟରୂପ)

(ନୟଜ୍ଞା—ସ୍ତ୍ରୀ) 

(ନୟଜ୍ଞତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ନୟ +ଜ୍ଞା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ନୀତିବିଶାରଦ — ୧. Versed in political.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ରାଜନୀତିବିଶାରଦ ବ୍ୟକ୍ତି — ୧. A politician; a statesman (Apte).
୨. ଓସ୍ତାତି ପେଞ୍ଚ ଜାଣିବା ବାଲା ବ୍ୟକ୍ତି — ୨. Tactician; satesman skilled in policy.
୩. ଦୁରଦୃଷ୍ଟିବିଶିଷ୍ଟ —୩. Prudent (Apte).