Jump to content

ନୟନାନନ୍ଦ

ଉଇକିଅଭିଧାନ‌ରୁ

ନୟନାନନ୍ଦ

ଉଚ୍ଚାରଣ

[ସମ୍ପାଦନା]
(ନୟନାନନ୍ଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନୟନ+ଆନନ୍ଦ)

[ସମ୍ପାଦନା]

ଚକ୍ଷୁର ପ୍ରୀତି — Pleaseure to the eye.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ନୟନ ତୃପ୍ତିକର; ସୁନ୍ଦର —Beautiful.