ନୟନାଭିରାମ
(ନୟନଭିରାମା—ସ୍ତ୍ରୀ)
ଚକ୍ଷୁର ପ୍ରୀତିକର; ତୃପ୍ତିକର — Pleasing to the eye; lovely to behold.
ଚନ୍ଦ୍ର —The moon (Apte).