Jump to content

ନୟନୀ

ଉଇକିଅଭିଧାନ‌ରୁ

ନୟନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନୟନ+ଆ; ଈ)

[ସମ୍ପାଦନା]

ଆଖିର ପିତୁଳା — The pupil of the eye (Apte).



ନୟନୀ

ଉଚ୍ଚାରଣ

[ସମ୍ପାଦନା]

(ନୟନିନୀ—ସ୍ତ୍ରୀ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନୟନ+ସ୍ତ୍ରୀ. ଈ)

[ସମ୍ପାଦନା]

ନୟନତାରା; ଆଖିର ପୁଅ — The pupil of the eye.

ସଂସ୍କୃତ - ବିଶେଷଣ - ପୁଂ. (ନୟନ+ଇନ୍; ୧ମା. ୧ବ)

[ସମ୍ପାଦନା]

ଚକ୍ଷୁବିଶିଷ୍ଟ — Having eyes.