ନୟନୋତ୍ସବ
ଦେଖଣା
ନୟନୋତ୍ସବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନୟନ+ଉତ୍ସବ)
[ସମ୍ପାଦନା]- ୧. ପ୍ରଦୀପ — ୧. Lamp.
- ୨. ନେତ୍ରତୃପ୍ତିକର କୌଣସି ବସ୍ତୁ — ୨. Any lovely object.
- ୩. ସୁନ୍ଦର ବା ପ୍ରିୟ ବସ୍ତୁ ଦେଖିବା ଯୋଗୁଁ ଉତ୍ପନ୍ନ ନୟନର ଆନନ୍ଦ —୩. Delight of the eyes (Apte).
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ନେତ୍ରପ୍ରିୟ; ନୟନତୃପ୍ତିକର — Pleasing to the eye.