Jump to content

ନୟନ୍ ପରେଟ୍

ଉଇକିଅଭିଧାନ‌ରୁ

ନୟନ୍ ପରେଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାଇନ୍=ପଂକ୍ତି+ପାରେଡ଼୍= ସେନାମାନଙ୍କର ବ୍ୟାୟାମ ଅଭ୍ୟାସ)

[ସମ୍ପାଦନା]
୧. ସେନାମାନଙ୍କର ପଂକ୍ତିବଦ୍ଧ ହୋଇ ବନ୍ଧୁକ ଆଦି ମାରିବାର ଅଭ୍ୟାସ କରିବା — ୧. Military parade.
୨. ଯେଉଁ ମୁକ୍ତସ୍ଥାନରେ ସେନାମାନେ ବନ୍ଧୁକଆଦି ମାରିବାର ଅଭ୍ୟାସ କରନ୍ତି —୨. A field where soldiers hold military parade or target practice.