ନୟନ ତୃପ୍ତିକର
(ନୟନ ତର୍ପକ—ଅନ୍ୟରୂପ)
ଯାହା ଦେଖିଲେ ମନରେ ଆନନ୍ଦ ହୁଏ; ନୟନ ପ୍ରିୟ; ପ୍ରିୟଦର୍ଶନ — Pleasing to the eye.