Jump to content

ନୟନ ସମ୍ପତ୍ତି

ଉଇକିଅଭିଧାନ‌ରୁ

ନୟନ ସମ୍ପତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନୟନ+ସମ୍ପତ୍ତି)

[ସମ୍ପାଦନା]
୧. ନୟନ ପ୍ରତିମା (ଦେଖ) - ୧. Nayana pratimā (See)
୨. ଆଖିଆଗରେ ସର୍ବଦା ନାଚୁଥିବା ଅନୁପସ୍ଥିତ ବା ଅତୀତ ବିଷୟ —୨. Any past or absent thing which dances before one's eyes.