Jump to content

ନୟଶୀଳ

ଉଇକିଅଭିଧାନ‌ରୁ

ନୟଶୀଳ

ଉଚ୍ଚାରଣ

[ସମ୍ପାଦନା]
(ନୟଶୀଳା—ସ୍ତ୍ରୀ) 

(ନୟଶୀଳତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହ; ନୟ+ଶୀଳ)

[ସମ୍ପାଦନା]
୧. ନୀତିଜ୍ଞ (ହିନ୍ଦୀ - ଶବ୍ଦସାଗର) — ୧. Versed in politics.
୨. ବିନୀତ (ହିନ୍ଦୀ - ଶ.) —୨. Humble.