ନୟାବାଦୀ
[ନୟାଆବାଦ(ଦୀ)—ଅନ୍ୟରୂପ]
ନୂଆ ଚାଷ ହୋଇଥିବା ଜମି — Newly reclaimed land.
ନୂଆ ଆବାଦ ହୋଇଥିବା (ଜମି) — Newly reclaimed; recently brought under cultivation.