ପଇଁତିରିଶାଶହେ

ଉଇକିଅଭିଧାନ‌ରୁ

ପଇଁତିରିଶାଶହେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ପଇଁତିଶାଶଏ(ହେ)—ଅନ୍ୟରୂପ]

  • (file)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ପଞ୍ଚ ତ୍ରିଂଶୋତ୍ତରଶତ)[ସମ୍ପାଦନା]

ଏକ ଶତ ପଇଁତିରିଶି; ୧୩୫: —୧୩୫; One hundred and thirtyfuive.

(ଯଥା—ପନ୍ଦର ନୁଆଁ ପଇଁତିରିଶାଶହେ ପଣ ଆଠ କାହ୍ଣ ସାତପଣ ପଣିକିଆ; ଏହିପରି ପଇଁତିରିଶା ଦୁଇଶ (ଶ; ଶଅ; ଶହ)=୨୩୫: )