ପଇକାରି

ଉଇକିଅଭିଧାନ‌ରୁ

ପଇକାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପଇକାରିଆ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାରୀ)[ସମ୍ପାଦନା]

୧. କୋଟା ବିକ୍ରି; ପଣ୍ୟ ଦ୍ରବ୍ୟର ଅଳ୍ପ ଅଳ୍ପ ପରିମାଣରେ ବିକ୍ରୟ —୧. Retail sale or trade.
୨. ଯେଉଁ ପ୍ରଜା ଅନ୍ୟର ଜମିକୁ ଭାଗରେ ଚାଷ କରେ —୨. A royat holding another person's land on half of the produce rent.