Jump to content

ପଇକାରୀ

ଉଇକିଅଭିଧାନ‌ରୁ

ପଇକାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ପଇକାରିଆ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାର୍)

[ସମ୍ପାଦନା]
୧. କୋଚା ବିକ୍ରି କରିବା ବେପାରୀ; ଯେଉଁ ବେପାରୀ ବଡ଼ ମହାଜନ ଠାରୁ ସଉଦ ଆଣି ଗ୍ରାହକମାନଙ୍କୁ ଅଳ୍ପ ଅଳ୍ପ ପରିମାଣରେ ବିକ୍ରି କରେ —୧. Retail trader; a hawker treding in retail.
୨. ଅଳ୍ପ ମୁଳ ଧନ ବାଲା ବେପାରୀ —୨. A petty trader.

ଦେଶଜ - ବିଶେଷଣ -

[ସମ୍ପାଦନା]

କୋଚା ବିକ୍ରି ସମ୍ୱନ୍ଧୀୟ —Relating to retail- sale or trade.