ପଇଞ୍ଚେଇବା

ଉଇକିଅଭିଧାନ‌ରୁ

ପଇଞ୍ଚେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମି)କ୍ରିୟାପଦ -[ସମ୍ପାଦନା]

ଖଇଞ୍ଚେଇବା; ମାଛ ଆଦି ଧରିବା ପାଇଁ ପାଣିରେ ଖଇଞ୍ଚି ଚଳାଇବା — To stir a fishing contrivance or trap in water for catching fish.