Jump to content

ପଇଟିନ୍

ଉଇକିଅଭିଧାନ‌ରୁ

ପଇଟିନ୍

ଉଚ୍ଚାରଣ

[ସମ୍ପାଦନା]

ପଇଟିଣି, ପଇଟିନ୍, ପେଟିନ୍ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - pointing ପଏଣ୍ଟିଙ୍ଗ୍)

[ସମ୍ପାଦନା]

କାନ୍ଥର ଇଟା ଉପରେ ବିବାକ୍ ଚୂନ ପଲସ୍ତରା ନ କରି ଇଟା ବା ପଥରର ସନ୍ଧି ରେଖା ଗୁଡ଼ିକ ଚୂନ ବା ସିମେଣ୍ଟ ଦ୍ୱରା ପରିସ୍ଫୁଟ କର୍ମ — The act of 'pointing' the edges of the bricks or stones in a brick or stone masonry.