ପଇଠ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କର ପୃଷ୍ଠ; ହାତ ପାପୁଲି
  • ହାତର ତଳକୁ କୌଣସି ସ୍ଥାନରେ ସ୍ଥାପନ କରି କର ପୃଷ୍ଠକୁ ଉପର ଆଡ଼କୁ ରଖିବା
  • ଦାଖଲ
  • ମହାଜନୀ ଖତାର ଯେଉଁ ଅଂଶରେ ଅନ୍ୟ ବ୍ୟକ୍ତି ଦେବା ଟଙ୍କା ବା ଜମା ଲେଖାଯାଏ
  • ଖାତକର ମହାଜନକୁ ଦେବା ଧନ
  • ଟଙ୍କା ଦେବାର ଥର; କିସ୍ତି
  • ପଇଟ

ବିଶେଷଣ (ଦେଶଜ)[ସମ୍ପାଦନା]

  • ମୁଖସ୍ଥ
  • ଦାଖଲ କରା ଯାଇଥିବାପଇଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପଇଟ, ପୈଠ, ପଇଠି, ପଏଠ, ପୈଠିଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୀଠ; ପୃଷ୍ଠ)[ସମ୍ପାଦନା]

୧. କରପୃଷ୍ଠ; ହାତ ପାପୁଲି — ୧. The back of the palm.
୨. ହାତର ତଳକୁ କୌଣସି ସ୍ଥାନରେ ସ୍ଥାପନ କରି କର ପୃଷ୍ଠକୁ ଉପର ଆଡ଼କୁ ରଖିବା — ୨. Placing of the palm of the hand on a place with its back up words.
୩. (ସଂସ୍କୃତ - ପ୍ରବିଷ୍ଟ, ପ୍ରା. ପାଇଠ୍ଠ; ତୁଳ. ଫାରାସୀ - ପଏଠ୍) (ଧନ ବା ବସ୍ତୁର) ଦାଖଲ — ୩. Paying; depositing; delivering.
୪. ମହାଜନୀ ଖାତାର ଯେଉଁ ଅଂଶରେ ଅନ୍ୟ ବ୍ୟକ୍ତି ଦେବା ଟଙ୍କା ବା ଜମା ଲୋଖାଯାଏ —୪. The credit side of a bussiness-account.
୫. ଖାତକର ମହାଜନକୁ ଦେବା ଧନ —୫. Payments made to a creditor or trader by a debtor.
୬. ଟଙ୍କା ଦେବାର ଥର; କିସ୍ତି — ୬. Instalment of payment of money.

[ଦ୍ରଷ୍ଟବ୍ୟ — ମହାଜନମାନଙ୍କ ଠାରୁ ଖରିଦାର ଯେଉଁ ପଦାର୍ଥ ବା ଧନ ନିଏ ତାହା 'ବୟ'ବା 'ବଏ'—ଏବଂ ସେ ଯାହା ଧନ ଦିଏ ତାହା 'ପଇଠ' ଲେଖାଯାଏ]

୭. ପଇଟ (ଦେଖ) - —୭. paiṭa (See)

ବିଶେଷଣ -[ସମ୍ପାଦନା]

୧. ମୁଖସ୍ଥ —୧. Got by heart; learnt by rote.


୨. ଦାଖଲ କରାଯାଇଥିବା — ୨. Paid; handed over; delivered