ପଇଠ କରିବା
ଦେଖଣା
ପଇଠ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଇଠ କରିବା
|
(ପଏଠ କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପଇଠ କରିବା
|
ଦେଶଜ - କ୍ରି.—(ସଂସ୍କୃତ - ପ୍ରବିଷ୍ଠ)
[ସମ୍ପାଦନା]- ୧. ଦାଖଲ କରିବା — ୧. To make payment.
- ୨. ଅନ୍ୟ ବ୍ୟକ୍ତି ନିକଟରେ ପହଞ୍ଚାଇବା; ଅର୍ପଣ କରିବା — ୨. To deliver.
(ଯଥା—ଟ୍ରେଜରିରେ ଖଜଣା ପଇଠ କରିବା)
- ୩. ମୁଖସ୍ଥ କରିବା; କଣ୍ଠସ୍ଥ କରିବା — ୩. To get by heart.