ପଇତକ୍ ପଡ଼ା
ଦେଖଣା
ପଇତକ୍ ପଡ଼ା
ଉଚ୍ଚାରଣ
[ସମ୍ପାଦନା]ପଇତୁକା ପଡ଼ା; ପଇତୁକା ପୋଡ଼ା;, ପଇତକ୍ ପଡ଼ିବା; ପଇତୁକ ପଡ଼ିବା;, ପୈତୁକ ପୋଡ଼ା; ପୈତକ ପୋଡ଼ାଅନ୍ରୂପ
ଅନୁବାଦ
[ସମ୍ପାଦନା]ପଇତକ୍ ପଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୈତ୍ତିକ+ପ୍ରଦାହ)
[ସମ୍ପାଦନା]ପ୍ରସ୍ରାବଜ୍ୱାଳା; ପ୍ରସ୍ରାପୋଡ଼ା; ପ୍ରସ୍ରାବ ଯନ୍ତ୍ରଣା ରୋଗ; ପରିସ୍ରା କରିବା ସମୟରେ ପରିସ୍ରାନଳୀରେ ଯନ୍ତ୍ରଣା ବୋଧ — Painful urination.
(ଦ୍ର— ଏହା ମେହରୋଗର ପୂର୍ବାବସ୍ଥା)