ପଇତା ଗଣ୍ଠି
ଦେଖଣା
ପଇତା ଗଣ୍ଠି
ଉଚ୍ଚାରଣ
[ସମ୍ପାଦନା](ପୈଦାଗଣ୍ଠି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପଇତା ଗଣ୍ଠି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯଜ୍ଞୋପବୀତର ୩ ଖିଅରେ ପକାଯିବା ବିଶିଷ୍ଟ ଗ୍ରନ୍ଥି —The knot with which ୩ rounds or strings of thread are made up into one garland to from paitā.
[ଦ୍ରଷ୍ଟବ୍ୟ —ବିଭିନ୍ନ ବେଦୀୟ ବ୍ରାହ୍ମଣମାନଙ୍କର ପଇତାର ଗଣ୍ଠି ବିଭିନ୍ନ ପ୍ରକାର ଅଟେ ଗୋଟିଏ ଅକ୍ଷୁର୍ଣ୍ଣ ସୂତ୍ରକୁ ୩ ମୋଡ଼ କରି ଗଣ୍ଠି ପକାଇ ପଇତା ଉପଯୋଗୀ କରାଯାଏ]