Jump to content

ପଇଦା କରିବା

ଉଇକିଅଭିଧାନ‌ରୁ

ପଇଦା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଇଦାସ୍ କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜନ୍ମ କରିବା —୧. To give birth; to beget.
୨. ଉତ୍ପାଦନ କରିବା —୨. To produce.

ନିଜ ବୁଦ୍ଧି, ନିଜ ବାହୁବଚନରେ ମାଟିକୁ ସୂନା ପଇଦା କରିଅଛନ୍ତି ଫକୀରମୋହନ—ଛମାଣ ଆଯଗୁଣ୍ଠ

୩. ଆୟ କରିବା; ଅର୍ଜ୍ଜନ କରିବା — ୩. To get; to earn.