ପଇନ୍ତରା
ଦେଖଣା
ପଇନ୍ତରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଇଁତରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଣକୃତ; ପ୍ରା ପଣାଇତ; ହିନ୍ଦୀ - ଫୈତ୍= ଖେଳରେ ବାଜି ରଖିବା)
[ସମ୍ପାଦନା]ମଲ୍ଲଯୁଦ୍ଧ କରିବା ପୂର୍ବରୁ ପ୍ରତ୍ୟେକ ଯୋଦ୍ଧା ବା ମଲ୍ଲଙ୍କର ଛକାଛକି ହୋଇ ବାହୁରେ ଫୁଟୁକି ମାରି ଭିନ୍ନ ଭିନ୍ନ ସ୍ଥାନରେ ଠିଆହେବା ଠାଣି —The Preparatory pose of wrestlers before wrestling.