ପଇବନ୍ଦ୍

ଉଇକିଅଭିଧାନ‌ରୁ

ପଇବନ୍ଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

୧. ଲଥା; ଚକତି; ଲୁଗାର ଛିଦ୍ର ବନ୍ଦ କରିବା ପାଇଁ ବ୍ୟବହୃତ କ୍ଷୁଦ୍ର ବସ୍ତ୍ରଖଣ୍ଡ —୧. A small patch of cloth sewn over a hole in a cloth.
୨. ଏକ ଗଛର ଡ଼ାଳକୁ କଲମ କରି କାଟି ଅନ୍ୟ ଗଛର ଡାଳରେ ଯୋଡ଼ି ଉତ୍କୃଷ୍ଟ ଫଳ ଉତ୍ପାଦକଗଛ ଉତ୍ପାଦନ କରିବାର ରୀତି —୨. The system of grafting of a branch on the branch or trunk of another tree for producing good fruits.