ପଇବସ୍ତି
ପଇବସ୍ତି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ପଇବସ୍ତି—ଅନ୍ୟରୂପ)
(ପଏବସ୍ତ, ପୟବସ୍ତ; ପୈବସ୍ତ—ଅନ୍ୟରୂପ)
(ସିକସ୍ତ—ବିପରୀତ)
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ପୈବସ୍ତ୍=ଜଳ ଆଦି ଦ୍ରବ ପଦାର୍ଥ କୌଣସି ଭୂମିରେ ବା ପଦାର୍ଥେରେ ମାଡ଼ିଯିବା ବା ଭେଦିବା)[ସମ୍ପାଦନା]
ପଟୁ ପଡ଼ି ଆବାଦି ଯୋଗ୍ୟ ହୋଇଥିବା ଭୂମି —Alluvion; land become fit for cultivation by the deposit of river silt on it.
(ସିକସ୍ତ ପଇବସ୍ତ—ନଈବଢ଼ିରେ ଧୋଇ ହୋଇ ନଦୀ ଗର୍ଭରେ ଯାଇଥିବା ଜମି ଓ ନଈବଢ଼ିଦ୍ୱାରା ପଟୁ ପଡ଼ିଥିବା ଜମି= Alluvion & diluvion.