ପଇସା
ଦେଖଣା
ପଇସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦରୁ ପାହି; ପାହି ସଦୃଶ୍ୟ=ପଇସା, ବା ସଂସ୍କୃତ - ପାଦ+ଅଂଶ=ପାଦାଂଶ; ତୁଳ. ଇଂରାଜୀ - ପାଇସ)
[ସମ୍ପାଦନା]- ୧. ଏକ ଅଣାର ଚତୁର୍ଥାଂସ ଓ ଟଙ୍କାର ୬୪: ଭାଗରୁ ଏକଭାଗ ମୂଲ୍ୟର ତାମ୍ରମୁଦ୍ରା —୧. one pice.
- ୨. ଧନ —୨. Wealth; riches.
ଆଲୋ ମଉସା, ଜଡ଼ ପଇସା—ଢ଼ଗ
- ୩. ନଗଦ ଅର୍ଥ —୩. Cash; money.
(ଯଥା—ତା ହାତରେ ବର୍ତ୍ତମାନ ବିସ୍ତର ପଇସା ଅଛି)