ପଇସା ପାରି ଶୋଇବା
ପଇସା ପାରି ଶୋଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ପଇସା ପାରି ଶୋଇବା
|
ଦେଶଜ - କ୍ରି. (ଆକ୍ଷାରିକ ଅର୍ଥ—ପଇସାକୁ ବିଛଣାରେ ବିଛାଇ ଶୋଇବା)[ସମ୍ପାଦନା]
- ୧. ଖୁବ୍ ଧନୀ ହେବା —୧. To be immensely rich.
- ୨. ଧନ ପ୍ରତି ଅତ୍ୟନ୍ତ ଲୋଭସକ୍ତ ବା ମାୟାଗ୍ରସ୍ତ ହେବା — ୨. To have an inordinate attachment for money.
- ୩. ଅତି କୃପଣ ହେବା —୩. To be very parsimonius or miserly.