ପଇସା ବୁଡ଼ିଯିବା
ଦେଖଣା
ପଇସା ବୁଡ଼ିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଇସା ବୁଡ଼ିଯିବା
|
ପଇସା ବୁଡ଼ିବା, ପଇସା ଡ଼ୁବିବା, ପଇସା ଡ଼ୁବିଯିବା, ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆପଣାର ପ୍ରାପ୍ୟ ଧନ ଅନ୍ୟ ବ୍ୟକ୍ତିଠାରୁ ଆଦାୟ ହେବାର ସମ୍ଭାବନା ଲୋପ ହେବା — The state of one's dues becoming barred or unrealisable.
- ୨. ଧନରେ ବିଶେଷ କ୍ଷତିଗ୍ରସ୍ତ ହେବା —୨. Suffering of a great loss of money.