ପଏଣ୍ଟମାନ୍
ଦେଖଣା
ପଏଣ୍ଟମାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଏଣ୍ଟମାନ୍
|
(ପଏଣ୍ଟମାନ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପଏଣ୍ଟମନ୍)
[ସମ୍ପାଦନା]ଯେଉଁ ଲୋକ ଦୁଇ ରେଳଲାଇନର ସଂଯୋଗସ୍ଥଳକୁ ଜଗିବାର ଭାର ଗ୍ରହଣ କରିଥାଏ —Pointsma.
[ଦ୍ରଷ୍ଟବ୍ୟ —ପଏଣ୍ଟମାନ୍ ପଏଣ୍ଟର ଥାଇ ଚାବି ମୋଡ଼ିଦେଲେ ରେଳଗାଡ଼ି ନିର୍ଦ୍ଦିଷ୍ଟ ଲାଇନ୍ ବାଟେ ଗତି କରେ]