ପଏଣ୍ଟ୍

ଉଇକିଅଭିଧାନ‌ରୁ

ପଏଣ୍ଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପଏଣ୍ଟ)[ସମ୍ପାଦନା]

୧. (ରେଲବେ ଶବ୍ଦ) ଯେଉଁ ସ୍ଥାନରେ ଗୋଟିଏ ରେଲଲାଇନ୍ ସଙ୍ଗେ ଅନ୍ୟ ଗୋଟିଏ ରେଲଲାଇନ୍ ମିଶିଥାଏ —୧. The point of railway line.
୨. (କ୍ରିକେଟଖେଳ) ବାଟ୍ ଧରି ଖେଳୁଥିବା ଖେଳାଳିର ସମ୍ମୁଖରେ ଦକ୍ଷିଣ ଦିଗରେ ଯେଉଁ ବିପକ୍ଷ ପକ୍ଷର ଲୋକ ଜଗିଥାଏ — ୨. The point of a cricket ground.
୩. କୌଣସି ବିଷୟରେ ନିର୍ଦ୍ଦିଷ୍ଟ ତର୍କସ୍ଥଳ; କୌଣସି ତର୍କର ବିବାଦୀୟ ସ୍ଥଳ — ୩. The point of an argument or dealing.

ଯଥା—(ମୁଁ ପଏଣ୍ଟ୍ ଛାଡ଼ି କଥା କହିବି ନାହିଁ)