ପଏରଛା

ଉଇକିଅଭିଧାନ‌ରୁ

ପଏରଛା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷ୍ୟ - ବିଶେଷଣ - (ସଂସ୍କୃତ - ପ୍ରତ୍ୟକ୍ଷ; ତୁଳ. ହିନ୍ଦୀ - ଫଡ଼ିଚାହଁ)[ସମ୍ପାଦନା]

୧. ଫରଚା; ନିର୍ମଳ —୧. Clear
୨. ସ୍ୱଚ୍ଛ —୨. Transparent.
୩. ଅମ୍ଳାବ —୩. Not pale.
୪. ଉଜ୍ଜ୍ୱଳ —୪. Bright.
୫. ମେଘଦ୍ୱାରା ଅନାବୃତ —୫. Unclouded.