Jump to content

ପଏରବୀ କାର୍

ଉଇକିଅଭିଧାନ‌ରୁ

ପଏରବୀ କାର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ) (ଫାରାସୀ - ପୈରବ୍+ସଂସ୍କୃତ - କାର)

[ସମ୍ପାଦନା]

ମକଦମାରେ ଯେଉଁ ଲୋକ ସମସ୍ତ ଆନୁସଙ୍ଗିକ ତଦବୀର୍ କରେ; ତ୍ଦବୀରକାର —A person who looks after the necessary arrangements of a case.