Jump to content

ପଏଶନ୍

ଉଇକିଅଭିଧାନ‌ରୁ

ପଏଶନ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର ବିଶେଷ୍ୟ -

[ସମ୍ପାଦନା]

ଲୁଗାର ଭରଣି ସୂତା — The woof of a cloth.

ଦେଶଜ - ବିଶେଷ୍ୟ - (ଲରିଆ; ତୁଳ ହିନ୍ଦୀ - ପସୀନା)

[ସମ୍ପାଦନା]

ଝାଳ; ସ୍ୱେଦ — Sweat; perspiration.