ପକ୍କଣ

ଉଇକିଅଭିଧାନ‌ରୁ

ପକ୍କଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଚ୍ ଧାତୁ=ପାକ କରିବା+ ଅଧିକରଣ. କଣ=ତଣ୍ଡୁଳ— କଣା; ଯେଉଁ ଘରେ ତଣ୍ଡୁଳକଣା ବା ଖୁଦ ରନ୍ଧା ଯାଏ)[ସମ୍ପାଦନା]

୧. ଶବରଗୃହ —୧. Woodman's hut.
୨. ଚଣ୍ଡାଳ କୁଟୀର —୨. A poor man's hut.
୩. (+ କରଣ. କଣ)ଅଗ୍ନି —୩. Fire.