ପକ୍ଷକ

ଉଇକିଅଭିଧାନ‌ରୁ

ପକ୍ଷକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ସହାୟ; ସପକ୍ଷ — ୧. Partisan; supporter.
୨. ପାର୍ଶ୍ୱଦ୍ୱାର; ବାଡ଼ି ଦୁଆର —୨. Back door; side door.
୩. ପାର୍ଶ୍ୱ —୩. Side; flank.