ପକ୍ଷପାତ

ଉଇକିଅଭିଧାନ‌ରୁ

ପକ୍ଷପାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପକ୍ଷ+ ପାତ)[ସମ୍ପାଦନା]

୧. ଏକ ପକ୍ଷ ପ୍ରତି ଅନ୍ୟାୟ ଆସକ୍ତି ୧. Partiality.
୨. ଗୋଟିଏ ପାଖକୁ ଆଉଜିବା —୨. Inclining to ones

ଦେଶଜ - ବିଶେଷଣ -[ସମ୍ପାଦନା]

ପକ୍ଷପାତୀ — Partial; one sided; prejudiced.