ପକ୍ଷପାତୀ

ଉଇକିଅଭିଧାନ‌ରୁ

ପକ୍ଷପାତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପକ୍ଷପାତିନୀ—ସ୍ତ୍ରୀ) 

(ପକ୍ଷପାତିତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ପକ୍ଷ+ ପାତିନ୍; ୧ମା. ୧ବ.)[ସମ୍ପାଦନା]

ଏକ ପକ୍ଷ ପ୍ରତି ଅନ୍ୟାୟଭାବରେ ଆସକ୍ତ —Partial; biased.