ପକ୍ଷିଣୀ

ଉଇକିଅଭିଧାନ ରୁ
Jump to navigation Jump to search

ପକ୍ଷିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ପକ୍ଷୀ—ପୁଂ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପକ୍ଷ+ଇନ୍+ ସ୍ତ୍ରୀ. ଈ)[ସମ୍ପାଦନା]

୧. ସ୍ତ୍ରୀ ପକ୍ଷୀ —୧. A she-bird.
୨. ଦୁଇ ଦିବା ଓ ତନ୍ମଧ୍ୟସ୍ଥ ରାତ୍ରି — ୨. Two days and the night between them; a period of ୩୬ hours beginning from dawn.