ପକ୍ଷିରାଜ
ଦେଖଣା
ପକ୍ଷିରାଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (୭ମୀ ତତ୍; ପକ୍ଷିନ୍+ରାଜନ୍;୧ମା. ୧ବ)
[ସମ୍ପାଦନା]- ୧. ଶ୍ରେଷ୍ଠ ପକ୍ଷୀ —୧. An excellent bird.
- ୨. ଗରୁଡ଼ —୨. Garuṟḍ̠a.
- ୩. ମୟୁର —୩. Peacock.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାହାଣୀରେ ବର୍ଣ୍ଣିତ ପକ୍ଷବିଶିଷ୍ଟ ଘୋଟକ — The winged horse of the folktales.