ପକ୍ଷି ମଞ୍ଜାରି
ରାତିରେ ବୋବାଳି ଛାଡ଼ିବା ପକ୍ଷୀବିଶେଷ —A kind of wild bird whose scream is heard in night and is deemed ominous.
[ଦ୍ରଷ୍ଟବ୍ୟ —ଏମାନଙ୍କ ଡ଼ାକ ଅଶୁଭ ସୂଚକ]