ପକ୍ଷୀ

ଉଇକିଅଭିଧାନ ରୁ
Jump to navigation Jump to search

ପକ୍ଷୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ପକ୍ଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପକ୍ଷ+ଇନ୍; ୧ମା. ୧ବ)[ସମ୍ପାଦନା]

୧. ଚଢ଼େଇ; ବିହଗ, ବିହଙ୍ଗମ —୧. Bird.
୨. ବାଣ; ଶର —୨. Arrow.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପଖୀ (ଦେଖ) - —Pakhī (See)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ମୁଖା (ଦେଖ) - —Mukhā (See)