Jump to content

ପଖାଳଖିଆ

ଉଇକିଅଭିଧାନ‌ରୁ

ପଖାଳଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷାଳନ ଓ ଖାଦ୍ୟ)

[ସମ୍ପାଦନା]

ପଖାଳଭାତ ଖାଇବା Eating of stale watered rice.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ପଖାଳଭାତ ଖାଇବାରେ ଅଭ୍ୟସ୍ତ —୧. Habituated to taking stale water rice.
୨. ମୋଟାବୁଦ୍ଧିଆ —୨. Dull headed.
୩. ଗରିବ —୩. Poor.