Jump to content

ପଗ

ଉଇକିଅଭିଧାନ‌ରୁ

ପଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପବ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ବ)

[ସମ୍ପାଦନା]
୧. ପବ; ଆଙ୍ଗୁଳିର ଦୁଇ ଗଣ୍ଠିର ମଧ୍ୟସ୍ଥ ଅଂଶ —୧. Inter-node; phalanx of fingers.
୨. ବାଉଁଶ ଓ ବେତରେ ଦୁଇ ଗଣ୍ଠି ମଧ୍ୟରେ ଥିବା ଅଂଶ — ୨. The part between two joints of a piece of bamboo or cane.